Комментарии:
Purane gane ko pyar karne wale ❤❤❤like thoko.....
Ответитьତିନି ଜଣ ଥିଲେ e ଗୀତ ର ସ୍ରଷ୍ଟା.. ଏକ ରୁ ଆରକ ବଳି..ଅଭୁଲା ସ୍ମୃତି ସବୁ କୁ ସବୁବେଳେ ତାଜା ରଖିବାର ସେ ମାନେ ଥିଲେ ଜଣେ ଜଣେ ପ୍ରଖ୍ୟାତ ବିନ୍ଧା ଣି.. ଜଣକ ପରେ ଜଣେ ତିନି ଜଣ ଆମ ଓଡ଼ିଆ ସଙ୍ଗୀତ ଜଗ ତ ରୁ ବିଦାୟ ନେଇସରିଲେଣୀ..ସେହି ଦିବଂଗତ ମାନକୁ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି
ОтветитьVery very nice song
ОтветитьBàhut mone pode ...aagho kotha
ОтветитьBouhut bhala laguchhi
Ответитьସ୍ୱରୂପ ନାୟକ🙏
ОтветитьMiss you Swarup Nayak Sir ❤ forever for Odia Industry & 90's Children.. forever in our ❤️
ОтветитьCuttack re song shutting
Ответитьଏ ଗୀତ ସାଥେ କେତେ ଯେ ସ୍ମୃତି ଲୁଚି ଅଛି । ଆଜି ବି ଏ ଗୀତ ଶୁଣିଲେ ମନେ ପଡ଼ିଯାଏ ସବୁ
Ответитьସୂରୁପ ନାୟକଙ୍କ ଗୀତ ଭଲ ପାଉଥିଲେ ଗୋଟେ ଲାଇକ ହେଇଯାଉ । ସୂରୁପ ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 😭 । ତାଙ୍କ ଆତ୍ମାର ସତ୍ଗତି କାମନା କରୁଛି 🙏 ॐ ଶାନ୍ତି 🙏🙏
ОтветитьChhuindela We emit kahila 😂 aji Kali bf and husband thau Thau au 5ta 😂😂
ОтветитьRIP... Swarup Nayak Sir🙏
ОтветитьSwarup sir 🙏🙏🙏🙏❤❤❤❤
ОтветитьWho liseing this song in 2023
ОтветитьOld is gold miss old memories
Ответить2023 Aught 25 re sunuchhi song I love this song
Ответитьଅତୀତ ଏମିତି ଏକ ସ୍ମୃତି ଫୁଲ ଟିଏ
ଯେତେ ବାସି ହୁଏ ସେତେ ବାସୁଥାଏ✍️
ଜୟ ଜଗନ୍ନାଥ ସ୍ୱାମୀ🙌
Au amiti Gita au kalakara dekhibaki milluni
Ответитьଗୋଟେ ସତ କଥା ଏହାକି ଯେ ଗୀତ ଭିତରେ ଅଗଠୁ ବହୁତ୍ ପରିବର୍ତ୍ତନ ହୋଇଛି କିନ୍ତୁ କଥାରେ ଅଛି ନା old is gold ସେଥିପାଇଁ ପୁରୁଣା ଗୀତ କୁ କେହି ବି ଭୁଲିପାରିବିନି
Ответитьବହୁତ ସୁନ୍ଦର... ମନେ ପଡେ ସେ ପ୍ରେମ ❤
Ответить